Tuesday, May 5, 2020

ଗଞ୍ଜାମ ଜିଲ୍ଲା କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା


ଗଞ୍ଜାମ ଜିଲ୍ଲା କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା..
କଣ ଏଥିପାଇଁ ସରପଞ୍ଚ ଙ୍କୁ ଜିଲ୍ଲାପାଳ ଦାଇତ୍ୱ ଦିଆଯାଇ ଥିଲା !
ସୁଧୁରି ଯାଅ ଭାଇ........ସୁଧୁରି ଯାଅ 😡😡😡😡
ଯୁଆଡେ ଯାଇଥିଲେ ବି ଫେରି ଆସ I ନିଜେ ସୁରକ୍ଷିତ ରୁହ ଓ ଅନ୍ୟ ମାନଙ୍କୁ ସୁରକ୍ଷ୍ୟା ରେ ରହିବାକୁ ଦିଅ I 😡😡

No comments:

Post a Comment