Live weather

Rabu, 2 Mei 2018

ଟ୍ରାଫିକ ନିୟମ ଆମ ଜୀବନ ରକ୍ଷା ପାଇଁ I

ଟ୍ରାଫିକ ନିୟମ ଆମ ଜୀବନ ରକ୍ଷା ପାଇଁ I ଟ୍ରାଫିକ ନିୟମ ନ ମାନି ଅନେକ ଲୋକ ପ୍ରତିଦିନ ବ୍ରହ୍ମପୁର ଓ ଆଖପାଖ ଅଂଚଳରେ ଜୀବନ ହରାଉଛନ୍ତିI ହେଲମେଟ ପିନ୍ଧନ୍ତୁ ଓ ଟ୍ରାଫିକ ନିୟମ ପାଳନ କରନ୍ତୁ I

Tiada ulasan:

Catat Ulasan