Live weather

Selasa, 10 Mac 2020

ତାରା ତାରିଣୀ ଶକ୍ତି ପୀଠ ରେ ପ୍ରସିଦ୍ଧ ଚୈତ୍ର ଯାତ୍ରା ର ପ୍ରଥମ ମଙ୍ଗଳବାର

ଆଜି ମା #ତାରାତାରିଣୀ ଶକ୍ତି ପୀଠ ରେ ପ୍ରସିଦ୍ଧ #ଚୈତ୍ର_ଯାତ୍ରା ର ପ୍ରଥମ ମଙ୍ଗଳବାର। ଅପରୂପ ଶୋଭା ରେ ଉଦ୍ଭାସିତ ହେଉଛି ମାଙ୍କ ପୀଠ।
ଚୈତ୍ର କୃଷ୍ଣ ପ୍ରତିପଦା ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଗାମୀ ଏକ ମାସ ପାଇଁ ଚାଲିବ।
ମା ଆପଣ ସମସ୍ତ ଙ୍କ ମନବାଞ୍ଛା ପୂରଣ କରନ୍ତୁ।
ଜୟ ମା ତାରା ତାରିଣୀ🙏🙏

Tiada ulasan:

Catat Ulasan