ରାଜ୍ୟର ପ୍ରଥମ କ୍ଲଷ୍ଟର୍ ବିଶ୍ୱବିଦ୍ୟାଳୟ ଭାବେ ସୁଖ୍ୟାତି ଅର୍ଜିଥିବା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାର ଗନ୍ତାଘର ହୋଇଯାଇଛି। ନିଜସ୍ବ କ୍ୟାମ୍ପସ ନାହିଁ, ଅଧ୍ୟାପକମାନେ ବସିବା ପାଇଁ କୋଠା ନାହିଁ । ପାଠ ପଢ଼ାଇବା ପାଇଁ ଶ୍ରେଣୀ ଗୃହ ନାହିଁ। ଏଭଳି ସମୟରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ଦରମା ନିୟମିତ ମିଳୁନାହିଁ। ତିନି ମାସକୁ ଥରେ ମିଳୁଛି । ଯାହା ଏବେ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି ।
Hope Government will intervene immediately to short out the problems facing by the First Cluster University of the State.
#KhallikoteClusterUniversity, Berhampur, Odisha, India
No comments:
Post a Comment