Live weather

Monday, May 21, 2018

Berhampur City Commercial Center ର ଭବିଷ୍ୟତ ନେଇ କଣ କହିବେ ଆପଣମାନେ ?



Eco Retreat Hub ଗୋପାଳପୁର, North City ବ୍ରହ୍ମପୁର, Rock ଗାର୍ଡେନ ର ସୁନ୍ଦର ଚିତ୍ର କୁ ଗତ ଇଲେକ୍ସନ ସମୟରେ ପେଇଡ ମିଡ଼ିଆ ରେ ବ୍ୟାପକ ପ୍ରଚାର କରାଇ ୨୦୧୪ ଇଲେକ୍ସନ ଜିତିବା ପରେ ବିଜେଡି କବଜା ରେ ଥିବା Brahmapur Development Authority ଏବେ ଆଉ ଦୁଇ ଟି ଚିତ୍ର ଜାରି କରିଛି I ବୋଧେ ଇଲେକ୍ସନ ପୁଣି ପାଖି ଆସିଲାଣି I  ସୁନ୍ଦର ଚିତ୍ର ପାଇଁ ଚିତ୍ରକର କୁ ଧନ୍ୟବାଦ କିନ୍ତୁ ଅନ୍ୟ ପ୍ରୋଜେକ୍ଟ ଯଥା ବ୍ରହ୍ମପୁର ରିଂ ରୋଡ, ବ୍ରହ୍ମପୁର airport,  ପୋଲିସ କମିଶନରେଟ, ଗ୍ରେଟର ବ୍ରହ୍ମପୁର ଗଠନ, ବ୍ରହ୍ମପୁର- ରାଇପୁର via କନ୍ଧମାଳ, ବ୍ରହ୍ମପୁର-ଜୟପୁର ଓ ବ୍ରହ୍ମପୁର-ପାରଳାଖେମୁଣ୍ଡି କୁ NH ଦ୍ୱାରା ସଂଯୋଗ ଇତ୍ୟାଦି ର ଇତିହାସ ଦେଖିଲେ ଏହି  ପ୍ରୋଜେକ୍ଟ  ର ଅବସ୍ଥା ଆଗକୁ କଣ ହେବ ତାହା ଅନୁମାନ କରାଯାଇ ପାରିବ I 
ପ୍ରତ୍ୟକ କ୍ଷେତ୍ର ରେ ବ୍ରହ୍ମପୁର କୁ ଅବହେଳା କରୁଥିବା ବିଜେଡି ସରକାର କଣ ଏହି ସହରର ବିକାଶକୁ ସହ୍ୟ କରିପାରିବେ I ଏହି ସବୁ ପ୍ରୋଜେକ୍ଟ ପାଇଁ ପଇସା ଦେବେ? 

Berhampur City Commercial Center ର ଭବିଷ୍ୟତ ନେଇ କଣ କହିବେ ଆପଣମାନେ ? 

ରାମ ପ୍ରସାଦ ତ୍ରିପାଠୀ
President ,  Odisha Development Forum      

1 comment:

  1. ସାର୍ ଆପଣ Tweeter ରେ ଅକ୍ଟିଭ୍ ରୁହନ୍ତୁ ।

    ReplyDelete