Live weather

Friday, December 7, 2018

Deplorable condition of the First Cluster University of Odisha

ରାଜ୍ୟର ପ୍ରଥମ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ଭାବେ ସୁଖ୍ୟାତି ଅର୍ଜିଥିବା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାର ଗନ୍ତାଘର ହୋଇଯାଇଛି। ନିଜସ୍ବ କ୍ୟାମ୍ପସ ନାହିଁ, ଅଧ୍ୟାପକମାନେ ବସିବା ପାଇଁ କୋଠା ନାହିଁ । ପାଠ ପଢ଼ାଇବା ପାଇଁ ଶ୍ରେଣୀ ଗୃହ ନାହିଁ। ଏଭଳି ସମୟରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ଦରମା ନିୟମିତ ମିଳୁନାହିଁ। ତିନି ମାସକୁ ଥରେ ମିଳୁଛି । ଯାହା ଏବେ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି ।
Hope Government will intervene immediately to short out the problems facing by the First Cluster University of the State.




#KhallikoteClusterUniversity, Berhampur, Odisha, India

No comments:

Post a Comment