Live weather

Showing posts with label ବ୍ରହ୍ମପୁରର ଐତିହ୍ୟ ବୟନ ଶିଳ୍ପକୁ ବିଶ୍ବ ମାନ୍ୟତା. Show all posts
Showing posts with label ବ୍ରହ୍ମପୁରର ଐତିହ୍ୟ ବୟନ ଶିଳ୍ପକୁ ବିଶ୍ବ ମାନ୍ୟତା. Show all posts

Tuesday, November 1, 2022

ୟୁନେସ୍କୋର (UNESCO) ଆଇକନିକ୍ବ ବୟନ ତାଲିକାରେ ଓଡ଼ିଶାର ୫ଟି

Five Odisha Handloom Products in the List of UNESCO Iconic Indian Heritage Textiles
ବ୍ରହ୍ମପୁରର ଐତିହ୍ୟ ବୟନ ଶିଳ୍ପକୁ ବିଶ୍ବ ମାନ୍ୟତା
ୟୁନେସ୍କୋର (UNESCO) ଆଇକନିକ୍ବ ବୟନ ତାଲିକାରେ ଓଡ଼ିଶାର ୫ଟି ଐତିହ୍ୟ ବୟନ

ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟ ବୟନ। ଐତିହ୍ୟ ବୟନ ମଧ୍ୟରେ ରହିଛି, ସମ୍ବଲପୁରର- ବାନ୍ଧ-ଟାଇ-ଡାଇ ୱେଭିଂ, ବ୍ରହ୍ମପୁରର- ଫୋଡ଼ା କୁମ୍ଭ ପାଟଖୋର୍ଦ୍ଧାର- ଧଳାପଥର ପର୍ଦ୍ଦା, ରାୟଗଡାର-ଡଙ୍ଗରିଆ କନ୍ଧ ବୟନ ଏବଂ କେନ୍ଦୁଲି ପାଟ କାଲିଗ୍ରାଫିକ ୱେଭିଂ ।

Watch the Report Link- https://youtu.be/osOzMyeYMls

#UNESCO #Textileindustry #worldclass #Odisha